ସତ୍‌ସଙ୍ଗବିହାର ଛକରେ ପୁଣି ଦୁର୍ଘଟଣା: ଗାଡ଼ି ଧକ୍କାରେ ୨ ମୃତ

ଭୁବନେଶ୍ୱର: ଭୁବନେଶ୍ବର-କଟକ ଜାତୀୟ ରାଜପଥର ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ରେ ଆଜି ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା‌ରେ ୨ଜଣ ଯୁବକ ପ୍ରାଣ ହରାଇଛନ୍ତି। ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କ ନାମ ଅର୍ମାନ୍‌ ଖାନ୍‌ ଓରଫ୍‌ ପପୁ ବୋଲି ଜଣାପଡ଼ିଛି। ଅନ୍ୟଜଣଙ୍କର ନାଁ ଜଣା ପଡ଼ିନାହିଁ। ଉଭୟଙ୍କ ଘର ରାଉରକେଲାରେ। ଏଠାରେ ସାଲିଆସାହିରେ ରୁହନ୍ତି। ଆଜି ସଂଧ୍ୟା ପ୍ରାୟ ୬ଟା ୧୫ରେ ଉଭୟ ଏକ ବାଇକ୍‌‌‌‌ରେ ରସୁଲଗଡ଼ରୁ ସାଲିଆସାହି ଫେରୁଥିବା ବେଳେ ଏହି … Continue reading ସତ୍‌ସଙ୍ଗବିହାର ଛକରେ ପୁଣି ଦୁର୍ଘଟଣା: ଗାଡ଼ି ଧକ୍କାରେ ୨ ମୃତ